Hot Posts

6/recent/ticker-posts

ବିରୂପା ନଦୀରେ ବୁଡ଼ି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ

କଟକ, ୨୨/୦୬ ( କାହୁଁ ଚରଣ ବାରିକ ) : ଗତ କାଲି କଟକ ବିରୂପା ନଦୀକୁ ଗାଧେଇବାକୁ ଜାଇ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି।ଗତକାଲି ପାଖାପାଖି ୩ଘଣ୍ଟା କାଳ ଅକ୍ଲାନ୍ତ ପାରିଶ୍ରମି କରି ଅଗ୍ନିଶମ ବାହିନୀ ସନ୍ଧ୍ୟା ହେବାରୁ ପଳାଇଥିଲେ।ଆଜି ସକାଳୁ ପରିବାର ଲୋକ ଆସି ଘଟଣା ସ୍ଥଳରେ ପହଁହିଛନ୍ତି। ବର୍ତମାନ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଖୋଜ ଯୁବକ କୁ ଉଦ୍ଧାର ପାଇଁ ପ୍ରୟାସ ଜାରିରଖିଛି। ଦରକାର ପଡିଲେ ଏନ୍ ଡି ଆର୍ ଏଫ୍ ଟିମ୍ ର ସହଜୋଗ ନିଆଯିବ ବୋଲି ଜଣାପଡିଛି।