Hot Posts

6/recent/ticker-posts

ଚୌଦ୍ୱାରରେ ସ୍ୱର୍ଗତ ରାମଚନ୍ଦ୍ର ବାରିକଙ୍କ ଏକାଦଶାହ କର୍ମ ଅନୁଷ୍ଠିତ, ବହୁ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

କଟକ, ୨୨/୦୬ ( କାହୁଁ ଚରଣ ବାରିକ ) : ଗତ ତା.୧୧ ଜୁନ୍ ୨୦୨୬ ରିଖ (ଗୁରୁବାର) ସଂଧ୍ୟା ୭ଘଟିକା ୩୦ମିନିଟ୍ ସମୟରେ ଶୋକ ସାଗରରେ ଭସାଇ ଦେଇ ଚାଲିଯାଇଥିଲେ. ଗାଁ ର ମୁରବି ସ୍ତରୀୟ ବ୍ୟତି ୰ରାମଚନ୍ଦ୍ର ବାରିକ. ଆଜି କଟକ, କଲ୍ୟାଣ ମଣ୍ଡପ, ଆଗ୍ରାହାଟ, ଚୌଦ୍ବାର ଠାରେ ଆୟୋଜିତ ହୋଇଯାଇଛି "ଏକାଦଶାହ କର୍ମ" ଅନେକ ବନ୍ଧୁ ପରିବାର ବର୍ଗ ଯୋଗ ଦେଇ ବିନମ୍ର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ହତଭାଗ୍ୟ ଭାଇ :- ଅଭିରାମ ବାରିକ, ବଳରାମ ବାରିକ, ଜଗନ୍ନାଥ ବାରିକ ପୁତ୍ର :- କୈଳାସ, ଅକ୍ଷୟ, ଅଶୋକ, ତୁଷାର ଏବଂ ସପରିବାର ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି। 
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 
ନବଦୂତ News #