Hot Posts

6/recent/ticker-posts

ପରିଚୟହୀନ ମହିଳାଙ୍କ ପରିବାର ସନ୍ଧାନ ପାଇଁ ସୂଚନା

ଯାଜପୁର, ୧୮/୦୬ ( ନିରୋଜ କୁମାର ସେଠି ) : ଉପରୋକ୍ତ ମହିଳା ଜଣକ ସେପ୍ଟେମ୍ବର ମାସ ୨୦୨୫ ମସିହା ତଳେ ତରଳ ଝାଡାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ।ଭଲ ହେବାପରେ ଡାକ୍ତର ମାନେ ତାର ଆପଣାର ଲୋକଙ୍କୁ ଖୋଜିଲା ବେଳକୁ କେହି ନାହାନ୍ତି।ତାକୁ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କ ଅନୁ ମୋଦନ କ୍ରମେ ବରିଷ୍ଠ ନାଗରିକ ଆବାସିକ ଗୃହ, ଜୟନ୍ତୀ ପାଠାଗାର,ସାହାପଡା ଠାରେ ଅବସ୍ଥାପିତ ଅଛନ୍ତି।ଯଦି କୈାଣସି ସହୃଦୟ ବ୍ୟକ୍ତିମାନେ ଜାଣନ୍ତି ତୁରନ୍ତ ମୋବାଇଲ ନମ୍ବର ରେ ଯୋଗାଯୋଗ କରିପାରନ୍ତି। ମୋ,ନ_୭୪୪୦୧୩୬୬୪୭ ରେ ଯୋଗାଯୋଗ କରିବାକୁ ଅନୁରୋଧ। ଏହି ମହିଳା ଙ୍କନାମ_ପାର , ସ୍ଵାମୀ ଙ୍କର ନାମ_ଶିବ, ଭାଇଙ୍କ ନାମ-ନାଗେଶ୍ବର, ଅମ୍ବର, ଶବର, ଗ୍ରାମ ନାମ_ଖଜାର ଗାଁ , କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଅନୁ ମାନ କରାଯାଉଛି।ଯଦି କେହି ସହୃଦୟ ବ୍ୟକ୍ତିମାନେ ଏ ମହିଳା ଲୋକକୁ ଜାଣନ୍ତି ତାଂକ ପରିବାର ସହିତ ଯୋଗାଯୋଗ କରି ଉପର ଲିଖିତ ମୋବାଇଲ ନମ୍ବର ରେ ଯୋଗାଯୋଗ କରନ୍ତୁ।