Hot Posts

6/recent/ticker-posts

ଭିଜିଲାନ୍ସ ଜାଲରେ ନରସିଂହପୁର ବିଦ୍ୟୁତ କର୍ମଚାରୀ

କଟକ, ୦୬/୦୬ ( କାହୁଁ ଚରଣ ବାରିକ ) : ଭିଜିଲାନ୍ସ ଜାଲରେ ନରସିଂହପୁର ବିଦ୍ୟୁତ କର୍ମଚାରୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଓଡିଶା ଭିଜିଲାନ୍ସ ଗିରଫ କରିଛି | କଟକର TPCODL ଅଧୀନରେ ଥିବା ନରସିଂହପୁର ବୈଦ୍ୟୁତିକ ସେକ୍ସନର ଲାଇନ ମ୍ୟାନ ଶ୍ରୀ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଜଣେ ଚାଷୀଙ୍କ କୃଷି ଜମିରୁ ଏକ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।