Hot Posts

6/recent/ticker-posts

ପ୍ରଭୂ ଦଧୀବାମନ ଦେବଙ୍କ ପୀଠରେ ରଜ ମହତ୍ସବର ଦୀତୀୟ ଦିବସ

ବେଗୁନିଆ, ୧୫/୦୬ (ମାନସ ରଞ୍ଜନ କର) : ପ୍ରଭୁ ଦଧୀବାମନଙ୍କ ଦେବଙ୍କ ପୀଠରେ ବେଗୁନିଆ ନୂଆସାହି ପତିତପାବନ ଯୁବକ ସଂଘ ଆନୁକୁଲ୍ୟରେ ଚାଳୁଥିବା ରଜ ମହତ୍ସବର ଦୀତିୟ ଦିବସରେ ସକାଳ ୯ରେ ଅନ୍ତାକ୍ଷରୀ, ଅନ୍ଧ ପୁଟୁଳି, ଦୌଡି ଡିଆଁ ଓ ପୀଠା ପ୍ରତିଯୋଗିତା କରାଯାଇଥିଲା ପୀଠା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅର୍ଜନ କରିଥିଲେ ସୁଶ୍ରୀ ଉକ୍ତଳିକା ସାହୁ, ଦୀତିୟ ଓ ତୃତୀୟ ସ୍ଥାନ ଅଧୀକାର କରିଥିଲେ ଯଥାକ୍ରମେ ଶକୁନ୍ତଳା ଦାସ ଓ ସୁଶ୍ରିତା ମିଶ୍ର ଅପରାହ୍ନରେ ଭକ୍ତି ଭୂସଣ ତ୍ରିପାଠୀଙ୍କ ସ୍ମୃତି ସଂସଦ ଆନୁକୁଲ୍ୟରେ କୁଇଜ୍ ପ୍ରତିଯୋଗିତ କରାଯାଇଥିଲା ପରେ ଭକ୍ତି ପ୍ରାଥନା ଭଜନ କାର୍ଯ୍ୟ କର୍ମ ଆରମ୍ଭ ହୋଇଥିଲା ସଂଧ୍ଯା ୬ଘଟିକା ସମୟରେ ପତିତପାବନ ଯୁବକ ସଂଘର କର୍ମକର୍ତ୍ତାଙ୍କ ଗହଣରେ ଉପଦେଷ୍ଟା ଶିକ୍ଷାବିତ ଦିବାକର ସାହୁ ପ୍ରଭୂ ଜଗନ୍ନାଥଙ୍କୁପୁଷ୍ପମାଳ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ସୁଶ୍ରୀ ବର୍ଷା ପ୍ରୀୟଦର୍ଶିନୀ ବିଶୋଇ ଓ ଶ୍ରାବଣୀ ସମ୍ବଳପୁରି ନୃତୀୟରେ ଦର୍ଷକଙ୍କ ମନ ମୋହିଥୀଲେ ସଂଧ୍ୟା ୭ ଘଟିକା ଠାରୁ ରାତ୍ରୀ ୧୧ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମମେଲୋଡି ଡ୍ୟାନସ୍ (ସାଇ ଆଳଫା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ଭକ୍ତି ପ୍ରାଥନା ଓ ସାଇଆଲ୍‌ଫାଙ୍କୁ ପତିତପାବନ ଯୁବକ ସଂଘ ଉତ୍ତରୀୟ ମାନପତ୍ର ଫୁଲତୋଡା ପ୍ରଦାନ କରାଯାଇଥିଲା ଶେଷରେ ଉପଦେଷ୍ଟା ଦିବାକର ସାହୁ ସମସ୍ତିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ପତିତପାବନ ଯୁବକ ସଂଘର ସମସ୍ତ କର୍ମବର୍ତ୍ତା ଓ ସଦସ୍ୟମାନେସହଯୋଗ କରି ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ