Hot Posts

6/recent/ticker-posts

ଭଦ୍ରକପୋଲିସ ର ଏକ୍ସନମୋଡ଼ ୨ଗୋ-ମାଫିଆ ଗିରଫ।

ଭଦ୍ରକ ୧୪/୦୬ ( ନବଦୂତ ) : ସୂଚନା ମୁତାବିକ-ବଦ୍ରକ ସହର ଓ ଭଦ୍ରକ ଗ୍ରାମାଂଚଳ ପୁରୁଣା ବଜାର ପୋଲିସ ମିଳିତ ଭାବେ ଗତକାଲି ରାତ୍ରୀ ରେ ୬ଟି ସ୍ଥାନରେ ଗୋ ମାଫିଆ ଙ୍କ ଘରେ ଅଚାନକ ଚଡାଉ କରି ୨ଜଣ ଗୋମାଫିଆକୁ ଗିରଫ କରିଥିଲେ।ତଥା ଭଦ୍ରକ ଜିଲ୍ଲା ଅତିରିକ୍ତ ଏସ୍ପିଙ୍କନେତୃତ୍ୱରେ ପୁରୁଣା ବଜାର ଓ ବୁଧବଜାର ହାଟ ଅଞ୍ଚଳ ରେ ୨ଜଣ ଗୋମାଫିଆ କୁ ଗିରଫ କରିଥିବାର ସୂଚନା ମିଳିଛି।