Hot Posts

6/recent/ticker-posts

ହରିଶ୍ଚନ୍ଦ୍ର ଯୋଜନାରେ ୩ ପରିବାରଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ସହାୟତା

କଟକ, ୨୧/୦୬ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମ ୨୪ନମ୍ବର ୱାର୍ଡ଼ ର ହରିପୁର ସାହିର ସ୍ବର୍ଗତଃ ଭାସ୍କର ରାଓ,ସ୍ବର୍ଗତଃ ବଳରାମ ସାହୁ ଓ ସାଆନ୍ତ ସାହିର ସ୍ବର୍ଗତଃ ମହେନ୍ଦ୍ର ସେନାପତି ଙ୍କ ଦେହାନ୍ତ ପରେ ତାଙ୍କ ପରିବାରଙ୍କୁ ହରିଶଚନ୍ଦ୍ର ଯୋଜନା ମାଧ୍ୟମରେ  କର୍ପୋରେଟର ତଥା ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଶ୍ରୀମତୀ Diptimayee Mulia ଙ୍କ ପ୍ରୟାସରେ  ହିତାଧିକାରୀ କୁ କଟକ ମହାନଗର ନିଗମର ସି. ଓ. ଶୁଭ୍ରା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଉପସ୍ଥିତରେ  ୧୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି.