Hot Posts

6/recent/ticker-posts

ଗଛରେଝୁଲନ୍ତା ଅବସ୍ଥା ରେ ଯୁବକ ର ମୃତଦେହ ଉଦ୍ଧାର

ଭଦ୍ରକ ୦୧/୦୬ : ସୂଚନା ମୁତାବିକ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ତ ବାଣୀତିଆ ଗ୍ରାମରେ ଅଘଟଣ ।ବାଣୀତିଆ ଗ୍ରାମ ନିକଟ କେନାଲବନ୍ଧ ରାସ୍ତା କଡରେ ଥିବା ଏକ ଗଛରେ ସକାଳୁ ଏକ ମୃତ ଯୁବକ ଝୁଲୁଥିବା ଅବସ୍ତାରେ ଉଦ୍ଧାର।ପ୍ରାଥମିକ ସ୍ତରରେ ସ୍ଥାନୀୟ ଲୋକଙ୍କ କହିବା ମୁତାବିକ ଏକ ଏକ ଆତ୍ମହତ୍ୟା ଜନିତ ଘଟଣା ବୋଲି ସୁଚନାମିଳିଛି ।କିନ୍ତୁ କାହିଁକି ଆତ୍ମହତ୍ୟା କଲେ ଯୁବକ ତାହା ଅସ୍ପଷ୍ଟ।ମୃତ ଯୁବକ ଜଣକକେନାଲ ବନ୍ଧ ନିକଟ ବାଣୀ ତିଆ ଗ୍ରାମର ବାସୀନ୍ଧା ହୋଇଥିବା ବେଳେ ମୃତଯୁବକଙ୍କ ନାମ ନାରାୟଣ ପାଠକ ,ବୟସ ପ୍ରାୟ ୨୭ହେବବୋଲି ସୂଚନାମଳିଛି।