ଭଦ୍ରକ ସହର ରେ ଆନ୍ତର୍ଜାତିକ ଯୋଗଶିବିର ଅନୁଷ୍ଟିତ।
ଭଦ୍ରକ ୨୧/୦୬ ( ନବଦୂତ ) : ଭଦ୍ରକ ସହର ରେ ଆଜି ଏକ ବିରାଟ ଯୋଗ ଶିବିର ଅନୁଷ୍ଠିତ। ଭଦ୍ରକ ସହର ରେ ସାମୟିକ ଯୋଗ ଶିବିର ରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇ ଯୋଗାଶ୍ରମ ରେ ନିଜକୁ ବହୁ ଆନନ୍ଦିତ ଲାଭ କରିଥଲେ।ପ୍ରାଚୀନ ମୁନି ଓ ରୁଷିଙ୍କ ଠାରୁଆରମ୍ବ କରି ମାନବ ଜାତିର ଏକ ସୁସ୍ଥ ଜୀବନ ପାଇଁ ଯୋଗ ହି ମନୁଷ୍ୟର ଅମୂଲ୍ୟ ସମ୍ପଦକହିଲେ ଅତୃକ୍ତିହେବନାହିଁ।ଯାହା ଆଜି ଯୋଗବିଦ୍ୟା ସମଗ୍ର ବିଶ୍ୱରେ ମାନବ ଜାତୀ ପାଇଁଏକ ସୁସ୍ଥ ସବଳ ଓ ମାନସିକ ଶାନ୍ତିର ପଥପଦର୍ଶନ କରିଆସୁଛି। ପ୍ରତେକ ମନୁଷ୍ୟ ଯୋଗକୁ ମନୁଷ୍ୟ ଜୀବନରେ ଏକ ଅଁଶ ବୋଲି ଗ୍ରହଣକଲେ ମାନବ ସମୃଦ୍ଧି ର ଏକ ସଶସ୍ତ୍ର ରାଷ୍ଟ୍ର ଓ ସୁସ୍ଥ ସମୃଦ୍ଧି ଭାବେ ନିଜର ପ୍ରତିଦିନ ଜୀବନ ଆନନ୍ଦିତ ହୋଇ ପାରିବ ବୋଲି ଆଶା ଓ ବିଶ୍ୱାସ।
ମାନସ କୁମାର ସାହୁ