ଭିଜଲାନ୍ସ ଜାଲରେ ଭଦ୍ରକ ଏ.ଏସ.ଓ ରମେଶ ମହାନ୍ତି
ଭଦ୍ରକ, ୦୪/୦୬ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଆୟକର ଭିଭାଗ ଅଫିସର ଏ.ଏସ.ଓ ସୁପର ଟେଣ୍ଡେଣ୍ଟ ରମେଶ ମହାନ୍ତି ଆଜି ଭଦ୍ରକଚରମ୍ପା ଭିଜଲାନ୍ସ ଟିମ ହାତରେ ଗିରଫ।ପ୍ରାପ୍ତ ଖବର ଅନୁଯାଇ ଭଦ୍ରକ ଜିଲ୍ଲା ଆୟକର ବିଭାଗ ସୁପର ଟେଣ୍ଡେଣ୍ଟ ଅଫିସର ରାଣେଶ ମହାନ୍ତି ଜଣେ ବ୍ୟକ୍ତି ଙ୍କର ଦୁପ୍ଲିକେଟ ପାନକାର୍ଡ ଅଫିସ ସିଷ୍ଟମ ରୁ ଡିଲିଟ କରିଦେବା ପାଇଁ ତାଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେବା ବେଳେ ଚରମ୍ପା ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି।ତାଙ୍କର ସମସ୍ତସମ୍ପତି ଭିଜଲାନ୍ସ ଟିମ ତଦନ୍ତ ଚଳାଇ ଥିବାରସୂଚନା ମିଳିଛି।