Hot Posts

6/recent/ticker-posts

ଓଡିଶା ଉପମୁଖ୍ୟ ମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଗ୍ରସ୍ତ

ଭଦ୍ରକ ୧୮/୦୬ ( ନବଦୂତ ) : ଭଦ୍ରକ ଜିଲ୍ଲା ଗ୍ରସ୍ତ ରେ ଓଡିଶା ଇପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଗ୍ରସ୍ତ ଅବସରରେ ଭାରତ ର ସର୍ବ ଶ୍ରେଷ୍ଟ ଯସ୍ଵଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଜୀ ଙ୍କ ମା" ପାଇଁ ଗଛଟିଏ ଆୱାନ ପ୍ରେରିତହୋଇ ଭଦ୍ରକ ଜିଲା ପାଳ ଙ୍କ କାର୍ଯ୍ୟାଳୟ ପରିସର ସମ୍ମୁଖରେ ଆୟଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମା' ପାଇଁ ଗଛ ଟି କେବଳ ଏକ ଅଭିଯାନ ନୁହେ 'ଏହା ଆମ ପ୍ରକୁତୀଭୂମି ମା ପାଇ ଏହା ଏକ ସୁନ୍ଦର ଆଭାସ ଓ ଅଭିଯାନର ପ୍ରୟାସ ।ଉକ୍ତ କାର୍ଯ୍ୟକ୍ରମରେ ରେ ଶ୍ରୀମତୀ ପ୍ରଭାତୀ ପରିଡା ମନ୍ତ୍ରୀଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତିସାମିଲ ହୋଇଥିବାର ସୂଚନା ମିଳିଛି।


ସମ୍ବାଦଦାତା- ମାନସକୁମାର ସାହୁ