ମୋବାଇଲ ରୀ-କୋଭରି କାର୍ଯ୍ୟକ୍ରମ।
ଭଦ୍ରକ, ୦୩/୦୬ ( ନବଦୂତ ) : ଭଦ୍ରକ ୦୩/୦୬ ସୂଚନା ମୁତାବିକ ହଜିଯାଇଥିବା ମୋବାଇଲ ଫେରିପାସିଲେ ଜନସାଧାରଣ। ଭଦ୍ରକ ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକ ଶ୍ରୀ ମନୋଜ ରାଉତ ଙ୍କ ଉପସ୍ଥିତରେ ଗତକାଲି ଭଦ୍ରକ ଏସ୍ପି ଅଫିସ ସାମ୍ନା ରେ ଏକ ମୋବାଇଲ ରୀ-କୋଭରି କାର୍ଯ୍ୟକ୍ରମ ଅନୁଷ୍ଠିତ।ଜନସାଧାରଣ ଙ୍କ ହଜି ଯାଇଥିବା ନିଜନିଜର ମୋବାଇଲ ଫେରି ପାଇଲେ ମୋବାଇଲ ଅ ଅସଲି ମାଲିକ ।
ସମ୍ବାଦଦାତା-ମାନସ କୁମାର ସାହୁ