କେନ୍ଦ୍ରର ୧୨ ବର୍ଷ ଓ ରାଜ୍ୟର ୨ ବର୍ଷ ପୂର୍ତ୍ତି ଅବସରରେ BJPର ବିଶେଷ କାର୍ଯ୍ୟକ୍ରମ
କଟକ, ୨୦/୦୬ ( କାହୁଁ ଚରଣ ବାରିକ ) : ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ମାନ୍ୟବର ଜିଲ୍ଲା ସଭାପତି Sukanta Biswal ଙ୍କ ନିର୍ଦେଶ କ୍ରମେ, କେନ୍ଦ୍ର ସରକାର ଙ୍କ ବାର ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ଜିଲ୍ଲା ସ୍ତରୀୟ “ବୁଦ୍ଧିଜିବି ସମିଳନୀ" ଅନୁଷ୍ଠିତ ହୋଇଯାଇଛି, ମଙ୍ଗଳାବାଗ ସ୍ଥିତ ମୋହନ ମଣ୍ଡପ ରେ ଏଥିରେ ନେତୃତ୍ୱ ନେଇଥିଲେ କଟକ ଜିଲ୍ଲା ପ୍ରଭାରୀ ମାନ୍ୟବର ଜ୍ଞାନେନ୍ଦ୍ର ବେଉରା ମହୋଦୟ, ଏବଂ କଟକ ନଗର ଜିଲ୍ଲା ପୂର୍ବତନ ସଭାପତି Lalatendu Badu Katak ମୋହଦୟ ଅନନ୍ୟ ନେତୃତ୍ୱ ମଧ୍ୟ ଉପସ୍ଥିତ ରହି ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ.