କଟକ, ୦୬/୦୫ ( କାଁହୁ ଚରଣ ବାରିକ ) : କଟକ ଓଏମପି (OMP) ଛକ ନିକଟରେ ଥିବା ଏକ ଓମଫେଡ୍ (Omfed) ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନରୁ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।
କଟକ ରୁ କାଁହୁ ଚରଣ ବାରିକ

| Monday | Tuesday | Wednesday |
|---|---|---|
| $402.89 | $384.06 | $396.34 |