NEETପରୀକ୍ଷା ରେଜଲ୍ଟ ଖରାପ ହେବାଆଶଙ୍କା ରେ ଛାତ୍ର ଫେନରେ ରସିଲଗାଇ ଆତ୍ମହତ୍ୟା
ଭଦ୍ରଜ ୦୬/୦୫ ( ମାନସ କୁମାର ସାହୁ ) : ଆଜି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗ୍ରାମାଞ୍ଚଳ ନୁନ୍ଦର ଗ୍ରାମରେ ଏକ ଆଭାବ ଜନିୟ ଘଟଣା ଆସିଛି। NEET ପରୀକ୍ଷା ପାଈଁ ପ୍ରସ୍ତୁତି ହେଉଥିବା ଛାତ୍ର- ଜୋତିପ୍ରକାର ବାରିକ.ପିତା-ଗିରିଧାରୀ ବାରିକ ।ସେ ଘରେ କେହି ନ ଥିବା ବେଳେ ଏକା ସୁଯୋଗ ନେଉ ଫେନରେ ରସିଲଗାଇ ଆତ୍ମହତ୍ୟା କରିଥିବାର ସୁଚନା, ସେ ପ୍ରଥମ ଥର ପରୀକ୍ଷା ରେ ଖରାପ ୩୩୦ମାର୍କ ରଖି ଥିବାବେଳେ ,ପୁଣି ଆଗକୁ ଦିତିୟ ଥର ଥିବା NEET ପରୀକ୍ଷା ରେ ମାର୍କ ଖରାପ ହେବ ଆଶଙ୍କା କରି ଫେନରେ ରସିଲଗାଇ ଆତ୍ମହତ୍ୟା ।ତାଂକ ବାପା ଗିରିଧର ବାରିକ ଭଦ୍ରକ କଲେକ୍ଟର ଅଫିସ ସାମ୍ନାରେ ଚା ଦୋକାନ ଲଗାଇ ପରିବାର ଗୁଜରଣ ମେଟାଇ ଥିବା ବେଳେ ଓ ସେ ପରିବାର ର ଏକମାତ୍ର ସନ୍ତାନ ବୋଲି ସୂଚନା ।ସେ ଦଶମ ପରୀକ୍ଷା ରେ ୫୦୦ରୁ ଅଧିକ ମାର୍କ ରଖିଥିବା ବେଳେ ଏଭଳି ଘଟଣା ଘଟିବା ଫଳରେ ଗ୍ରାମବାସୀ ମାନେ ସୋକାକୁଳ ପରିବେଶ ରେ ଜୋତିପ୍ରକାର ର ଆତ୍ମହତ୍ୟା ଘଟଣାରେ ମର୍ମହାତ ହେଉଥିବାର ସୂଚନା ମିଳିଛି।