Hot Posts

6/recent/ticker-posts

CEIR-ପୋର୍ଟାଲ ମାଧ୍ୟମ ରେ ଚୋରୀ ମୋବାଇଲ ଉଦ୍ଧାର।



ଧାମନଗର, ୦୯/୦୫ ( ମାନସ କୁମାର ସାହୁ ) : ଭଦ୍ରକ ଜିଲ୍ଲା ଧାମନଗର ଏନ ଏ ସି ଅଂଚଳ ରେ କିଛିଦିନତଳେ ଧାମନଗର ଗ୍ରାମାଞ୍ଚଳ ରେ ସନାତନ ଦାସ ନାମକ ଏକ ବ୍ୟକ୍ତିଙ୍କର ଏକ ମୋବାଇଲ ଚୋରି ହୋଇଥିବା ର ସୂଚନା ସେ ଧାମନଗର ଥାନାରେ ଏକ ଲିଖିତ ଏତାଲା ଦେଇଥିଲେ।ଧାମନଗର ପୋଲିସ ଟିମ ଏତାଲା ଅନୁଯାଇ ଚୋରି ହୋଇଥବା ମୋବାଇଲ ର ତଥ୍ୟ ପ୍ରାୟ ଏକ ସପ୍ତା ଭିତରେ CEIR ପୋର୍ଟାଲ ମାଧ୍ୟମରେ ଚୋରି ମୋବାଇଲ ରଖିଥିବା ଲୋକ ପାଖରୁ ଉଦ୍ଧାର କରି ,ମୋବାଇଲ ର ସଠିକ ମାଲିକ ସନାତନ ଦାସ ଙ୍କୁ ଧାମନଗର ଥାନା ଏସ.ଆଇ,ରଶ୍ମିତା ମଲିକ ଉଦ୍ଧାର ମୋବାଇଲ ଟି କୁ ଫେରାଇ ଥିବାର ସୂଚନା।ତଥା ,ଲୋକମାନେ CEIR ପୋର୍ଟାଲ ଉପରେ ଭରସା ଓ ଧାମନଗର ଥାନା ଏସ.ଆଇ ଙ୍କୁ ବହୁ ଧନ୍ୟବାଦ ଦେଇଥିବାର ସୂଚନା ମିଳିଛି।