ଅବସର କାଳୀନ ସମ୍ବାର୍ଦ୍ଧନା
ବୋଲଗଡ, ୩୧/୦୫ ( ମାନସ ରଞ୍ଜନ କର ) : ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚପଲ୍ଲୀ ଉଚ୍ଚବିଦ୍ୟାଳୟର କର୍ମଚାରୀ ଭାଷ୍କର ଚନ୍ଦ୍ର ତ୍ରୀପାଠୀ ଆଜି ଅବସର ଗ୍ରହଣ କରିଛନ୍ତି ସେ ଜଣେ ମିଷ୍ଟଭାଷି ବ୍ୟକ୍ତି ଥିଲେ ତାଙ୍କର ଜନ୍ମ ୧୨.୫.୧୯୬୬ ମସିହାରେ ହୋଇଥିଲା ପ୍ରଥମେ ନୟାଗଡ ଜିଲ୍ଳା ରାଜସୁନାଖାଳା ସରକାରୀ ଉଚ୍ଚବିଦ୍ୟାଳୟରେ ୨୬.୧୧.୨୦୦୮ କର୍ମ ଜୀବନ ଆରମ୍ଭ କରି ୩୦.୯.୨୦୧୧ ପର୍ଯ୍ୟନ୍ତ କାମ କରି ସେହି ୩୦.୯.୨୦୧୧ ଦୀନ ମାଣିବନ୍ଧ ପଞ୍ଚପଲ୍ଲୀ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇ ଆସି କର୍ମଜୀବନ ଆରମ୍ଭ କରି ୩୧.୫.୨୦୨୬ ଅବସର ନେଇଥୀଲେ ସେହି ଅବସରକାଳୀ ସଭାରେ ତାଙ୍କୁ ପ୍ରଧାନ ଶିକ୍ଷକ ଅମର କୁମାର ବେହେରା ତାଙ୍କର ଅନୁ ଭୂତିରେ କୋହଭରା କଣ୍ଠରେ କହିଥିଲେ ମୁଁ ଯେତେବେଳେ ଏ ବିଦ୍ୟାଳୟକୁ ବଦଳୀ ହୋଇ ଆସିଥୀଲୀ ସମସ୍ତେ ଏଦ୍ଭାଇନାଙ୍କ ଫୋନ ନମ୍ବର ଦେଇଥିଲେ ମୁଁ ତାଙ୍କ ସହିତ ପ୍ରଥମେ କଥା ହୋଇଥିଲି ସଭାପତି ଗୌରୀ ନାୟକ,ମାୟାଧର ପଣ୍ଡା ଉପସଭାପତି ମାନସ ରଞ୍ଜନ କର ସଭ୍ୟା ନିରୂପମା ବେହେରା ଶିକ୍ଷକ ଶୀକ୍ଷୟତ୍ରୀ ସ୍ୱର୍ଣ୍ଣଲତା ସାହୁ, ମିତାଲି ଜେନା, ସନ୍ତୋସକୁମାର ବେହେରା, ଶୁଭଶ୍ରୀ ବିସ୍ଵାଳ,ସୁମିତ୍ରା ପ୍ରଧାନ, ଲଲିତ ନାୟକ, ପ୍ରଭାକର ବଳବନ୍ତରାୟ, ବିନୋଦବିହାରି ପରମାଣିକ, ରଶ୍ମିତା କୁମାରୀ ବିଶ୍ଵାଳ, ପ୍ରଦୀପ କୁମାର ସେଠୀ ସମଶ୍ରୀ ପଣ୍ଡା, ଚିନ୍ମୟ ମଲ୍ଲିକ,ତପସ୍ମିନୀ ବରାଡ,ବିକାଶ କୁମାର ସାହୁ ଉପସ୍ଥିତ ରହି ସମସ୍ତଙ୍କ ମୁଖରେ କୋହଭରା କଣ୍ଠରେ ତାଙ୍କର ଉଚ୍ଚ ପ୍ରସଂସା କରି ବିଦାୟ ଦେଇଥିଲେ ସେ କିନ୍ତୁ କହିଥୀଲେ ମୁଁ ତମ ସହିତ ରହିବି ବୋଲି ମଧ୍ଯ କହି ସଭାକୁ ଭଙ୍ଗ କରିଥିଲେ ତାଙ୍କ କର୍ମ ପାଇଁ ତାଙ୍କ ବୋଉ ଯସୋଦା ତ୍ରିପାଠୀ, ସହଧର୍ମୀନୀ ମମତା ରାଣି ତ୍ରିପାଠୀ ପୁଅ ଦେବସିସି ତ୍ରିପାଠୀ ଝିିୟ ଶୁଭଶ୍ରୀ ତ୍ରିପାଠୀ ସମସ୍ତ ପ୍ରୋତ୍ସାହନ ରହିଥିଲା