ରେବନଦୀ କୂଳରୁ ମିଳିଥିବା ଅଚିନା ମୃତମହିଳାଙ୍କ ପରିଚୟ ଠାବ।
ତିହିଡି, ୩୧/୦୫ ( ନବଦୂତ ) : ସୂଚନା ମୁତାବିକ-ଗତକାଲି ମିଳିଥିବା ତିହିଡି ଥାନା ଅଧିନସ୍ତ ଓରାଳି କାସିମପୁର ନିକଟ ରେବନଦୀ କୂଳରୁ ମିଳିଥିବା ଅଚିନା ମହିଳାଙ୍କ ମୃତ ଶରୀର ପରିଚୟ ମିଳିଥିବାର ପୋଲିସର ସୁଚନା ।ମୃତ ମହିଳା ଜଣକ- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟସାଇପଞ୍ଚାୟତ ସହିଦନଗର ବଜାର ନିକଟ ପଥର ଡିହ ଗ୍ରାମବାସୀନ୍ଧା ମୁଦୁଲିସାଇ ର ପ୍ରଫୁଲ ବେହେରାଙ୍କ ମୃତପତ୍ନୀ କବିତା ବେହେରା।କେଇଥିପାଇଁ କବିତା ବେହେରା ଙ୍କ ମରଶରୀର ମୁଣ୍ଡରେ ଏକକ୍ଷତ ଚୀନ ଥିବାବେଳେ କେଉପରିସ୍ଥିତ ଓ କଁଣ ପାଇଁ ରେବନଦୀକୂଳରେ ପଡିଥିଲା ଦେଖିଥିବା ଜନତାଙ୍କ ପ୍ରଶ୍ନବାଚୀ??ହତ୍ୟାକାଣ୍ଡ ?ଏ ଯାଇ ମୃତୁ ର କାରଣ ଅସ୍ପଷ୍ଟ?ସନ୍ଧେହ ଘେରରେ ସ୍ଥାନୀୟ ଲୋକ ?ପୋଲିସ ଟିମତରଫରୁ ଅଧିକ ତଦନ୍ତ ଚାଲିଥିବାର ସୂଚନା ମିଳିଛି।