ଓମଫେଡ୍ କ୍ଷୀରର ବର୍ଦ୍ଧିତ ଦରକୁ କଂଗ୍ରେସ ର ବିରୋଧ!
କଟକ, ୦୫/୦୫ ( କାଁହୁ ଚରଣ ବାରିକ ) : ଆଜି ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଦଳର କର୍ମୀମାନେ କ୍ଷୀର ଦର କମାଇବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ। ସାଧାରଣ ଲୋକଙ୍କ ଉପରେ ବଢୁଥିବା ବୋଝ କମିବ କି?