ଭଦ୍ରକଜିଲା ମୁଖ୍ୟ ଡାକ୍ତର ଖାନା ନିକଟରେ ଆହାରକେନ୍ଦ୍ର ଖୋଲିବା ପାଇଁ ଦାବିପତ୍ର।
ଭଦ୍ରକ ୦୮/୦୫ ( ମାନସ କୁମାର ସାହୁ ) : ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଡାକ୍ତର ଖାନା ନିକଟରେ ଏକ ଆହାରକେନ୍ଦ୍ର ଖୋଲିବା ପାଇଁ ଭଦ୍ରକ ଜିଲ୍ଲା ପୂର୍ବତନ ବିଧ୍ୟାୟକ ନରେନ ପଳେଇ ଙ୍କ ଅଧକ୍ଷତାରେ ବହୁ ଜନତା ଏକ ଦାବିପତ୍ର ଲେଖି ଭଦ୍ରକ ଜିଲ୍ଲା ପାଳଙ୍କ ଅନୁପସ୍ଥି ରେ ଉପଜିଲ୍ଲାପାଳ ଙ୍କୁ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ, ଜେବେଠାରୁ ନୂତନ ସରକାରୀ ଡାକ୍ତରଖାନା ଭଦ୍ରକ ଟାଉନ ଠାରୁ ଦୂରକୁ ନୂତନ ଡାକ୍ତର ଖାନା ଗଲାଣି ,ଉକ୍ତ ନୂତନ ଡାକ୍ତର ଖାନାକୁ ଜିଲାରୁ ବହୁ ଗରିବ ଶ୍ରେଣୀୟ ରୋଗୀଙ୍କ ଅନ୍ତେବାସୀ ମାନେ ଖାଇବାପିଇବା ପାଇଁ ବହୁ ଅସୁବିଧାରେ ପଡୁଛନ୍ତି।ନଚେତ ଭଦ୍ରକ ଟାଉନକୁ ଖାଇବା ପାଇଁ ଅଟୋ ଵାଲାଙ୍କୁ ୧୦୦ରୁ ଅଧିକ ଟଙ୍କାଖର୍ଚ କରିବାକୁ ପଡୁଛି।ତଥ ଏହାଆଗରୁ ବିଧ୍ୟାୟକ ବିରେନପଳେଇ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ।ମାତ୍ର ମାସକୁ ଅଧିକ ଦିନ ହେବ ଭଦ୍ରକ ପ୍ରଶାସନ ଏନେଇ କୌଣସି ପଦ କ୍ଷେପ ନେଇହାନ୍ତି,ପୁଣିଆଜି ୨ ୟ ଥର ଦାବିପତ୍ର ପ୍ରଦାନ।ଯଦି ଆଗକୁ ନୂତନ ଡ଼ାକ୍ତର ଖାନା ନିକଟରେ ଆହାରକେନ୍ଦ୍ର ଖୋଲିବାପାଇଁ ଦାବୀ ପୂରଣ ନହୁଏ ତେବେ ସେ ନିଶ୍ଚିତ ଆନୋଲନ କୁ ଓଲାଇବେବୋଲି ସୂଚନା ମିଳିଛି।