Hot Posts

6/recent/ticker-posts

ଖୋଜୁରିଗୁଡ଼ାରେ କାଳବୈଶାଖୀର ତାଣ୍ଡବ ।

ଦଶମନ୍ତପୁର, ୩୧/୦୫ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ଗ୍ରାମପଞ୍ଚାୟତର ଖୋଜୁରିପୁଟ ଗ୍ରାମରେ ୩୦.୦୫.୨୦୨୬ ତାରିଖ ସନ୍ଧ୍ୟା ସମୟରେ କାଳବୈଶାଖୀ ତାଣ୍ଡବରେ ପ୍ରାୟ ୭ ଟି ଆଦ୍ଭେଷ୍ଟ୍ ରେ ନର୍ମିତ ଗୃହକୁ ମହାବାତ୍ୟା ଦ୍ଵାରା ନଷ୍ଟ ଭ୍ରଷ୍ଟ କରିଦେଇଛି । ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୨୦ - ୨୫ ଲୋକଙ୍କ ଜୀବନ । ୧. ରତ୍ନି ଖୋରା, ସ୍ବାମୀ ବିଜୟ ଖୋରା ୨. ସୁବଳନ ଖରା, ପିତା ବିଜୟ ଖରା, ୩ ମନ ପାଇକ, ପିତା - ନର୍ସିଙ୍ଗ ପାଇକ, ୪.ସୁବାସ ନାୟକ, ପିତା - ପାକୁଲୁ ନାଇକ. ଗ୍ରାମ - ଖୋଜୁରୀଗୁଡା, ପୋ - ପିଣ୍ଡାପଦର, ବ୍ଲକ - ଦଶମନ୍ତପୁର, ଥାନା - ଦଶମନ୍ତପୁର, ଜିଲ୍ଲା - କୋରାପୁଟ, ପିନ ୭୬୫୦୧୩ , ରାଜସ୍ବ ନିରୀକ୍ଷକ, ତହସିଲଦାର ଓ ବିଡିଓ ତ୍ଵଦାରପ କରି ସେମାନଙ୍କର ଉଚିତ ପଦକ୍ଷେପ ନେଇ କ୍ଷତିପୂର୍ଣ୍ଣ କରିବାକୁ ଓ ନୂତନ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନା ନିର୍ମାଣ ଦେବାକୁ ବିଶେଷ ଅନୁରୋଧ ।