Hot Posts

6/recent/ticker-posts

ଶକ୍ତି କେନ୍ଦ୍ରରେ ଭାଜପା ର ପ୍ରଥମ ବୈଠକ

କର୍ଲାମୁଣ୍ଡା, ୨୪/୫ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ଶକ୍ତି କେନ୍ଦ୍ର ଠାରେ ଭାରତୀୟ ଜନତା ପାର୍ଟି ର ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ମଣ୍ଡଳର ଭାଜପା ମଣ୍ଡଳ ସଭାପତି ଡୋଳାମଣି ଭୋଇ, ଶକ୍ତି କେନ୍ଦ୍ର ପ୍ରଭାରୀ ଲିଙ୍ଗରାଜ ସାହୁ, ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟମଣି ଘିଭେଲା, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଧାର୍ମିକ ରଣା, ପୂର୍ବତନ ସଭାପତି ଚିତ୍ରସେନ ସାହୁ, ପୂର୍ବତନ ଏସ୍.ସି ମୋର୍ଚ୍ଚା ସଭାପତି ସୁଧିର ତାଣ୍ଡି, ବାହାନ ସାହୁ, ହୃଷିକେଶ ରଣା, ପର୍ଶୁରାମ ରଣା, ଡମନ ଭୋଇ, ଉମେଶ ପଧାନ, ରାଜେନ୍ଦ୍ର ସାହୁ, ରାସବିହାରୀ ଭୋଇ, ତୋଷକର ସାହୁ, ଗୌରଚନ୍ଦ୍ର ରଣା, ସନ୍ତୋଷ ରଣା ଙ୍କ ସମେତ ବିଏଲଏ, ବିଏଲଏ-୨ ଲାଭାର୍ଥୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।