Hot Posts

6/recent/ticker-posts

କଟକରେ ବଢୁଛି ଆବର୍ଜନା ସମସ୍ୟା, ସିଏମସିକୁ ଦାବିପତ୍ର ଦେଲା ଭଏସ ଅଫ କଟକ

କଟକ, ୧୩/୦୫ ( କାଁହୁ ଚରଣ ବାରିକ ) : କଟକ ମହାନଗର ନିଗମ ବିଜୁ ଭବନ ପରିସର ଠାରେ ସାମାଜିକ ସଂଗଠନ ଭଏସ ଅଫ କଟକ ପକ୍ଷରୁ କଟକ ସହର ରେ ବୃଦ୍ଧି ପାଉଥିବା ପରିମଳ ବ୍ୟବସ୍ଥା, କୁଡ଼ କୁଡ଼ ଆବର୍ଜନା ଜନଵସତି ଓ ବିଦ୍ୟାଳୟ ଅଞ୍ଚଳରେ ଅସ୍ଥାୟୀ ଡମ୍ପିୟାର୍ଡ଼ କରିବା ବିରୁଦ୍ଧରେ କଟକ ମହାନଗର ନିଗମ କମିଶନର ଙ୍କ ଉଦେଶ୍ୟରେ ଆଜି କମିଶନର ମହୋଦେୟା ଅନୁପସ୍ଥିତ ଥିବାରୁ ଡେପୁଟି କମିଶନର ସୋନା ଟୁଡୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।


କଟକ ରୁ କାଁହୁ ଚରଣ ବାରିକ 
ନବଦୂତNews.