କୃତି ଛାତ୍ରଛାତ୍ରୀଙ୍କୁ ସମ୍ବନ୍ଧିତ କଲେ ବିଧାୟକ
ବରୀ, ୦୪/୦୫ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ଶିକ୍ଷା ମଣ୍ଡଳ ଅଧୀନରେ ୩ ଜଣ ଛାତ୍ରୀ ଓ ଜଣେ ଛାତ୍ର ଏ – ୱାନ୍ ଗ୍ରେଡ଼ ରେ କୃତିତ୍ୱ ଅର୍ଜନ କରିଥୁବା ରୁ ତାଙ୍କୁ ଆଜି ବରୀ ଜଳସମ୍ପଦ ବିଭାଗ ଡାକ ବଙ୍ଗଳା ଳା ଠାରେ ବିଧାୟକ ବିଶ୍ଵ ରଂଜନ ରଂଜନ ମଲ୍ଲିକ୍ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ସିଲ୍ ସହିତ ନିଜ ଦରମା ରୁ ପ୍ରତିକ ଛାତ୍ର ଛାତ୍ରୀ ଙ୍କୁ ୧୦ ହଜାର ଟଙ୍କା ଆର୍ଥକ ପୁରସ୍କାର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଏହି କୃତି ଛାତ୍ର ତ୍ର ଛାତ୍ରୀ ମାନେ ପ୍ରେରଣା ର ଉତ୍ସ ହୋଈ ରହିବା ସହିତ ଆ ଆଗାମୀ ଦିନରେ ବରୀ ଅଞ୍ଚଳ ର ଛାତ୍ର ଛାତ୍ରୀ ମାନେ ଅନୁପ୍ରାଣିତ ହୋଇ ଶୀର୍ଷ ସ୍ଥାନରେ ଯେଭଳି ପହଞ୍ଚି ପାରିବେ କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଉ ଉଦ୍ୟମ ଜାରି ରଖୁବାକୁ ପରାମର୍ଶ ଦେଇଛନ୍ତି। କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ସଫ ମାପକାଠି ବୋଲି ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମ୍ପଦ୍ଧନା କାର୍ଯ୍ୟକ୍ରମ କ୍ରମ ରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ, ସେମାନଙ୍କ ଅଭିଭାବକ, ଉପାଧ୍ଯକ୍ଷା ଅର୍ଜନା ମଲ୍ଲିକ, କେଦାର ସାମଲ, ସମାଜସେବୀ ଅରବିନ୍ଦ ମହାନ୍ତି ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ, ଅଶୋକ ସାମଲ, ପୂର୍ବତନ ସରପଞ୍ଚ ବିଜୟ ସାହାଣୀ, ଭକ୍ତବନ୍ଧୁ ନାୟକ, ଭରତ ସେଠୀ, ଉପସ୍ଥିତ ଥିଲେ