ଥାନା ସାମ୍ନାରେ ବାଇକ ଦୁର୍ଘଟନା, ସାହାଯ୍ୟ ର ହାତ ବଢ଼ାଇଲେ ଥାନା କର୍ମଚାରୀ
ବେଗୁନିଆ, ୦୬/୦୫ (ମାନସ ରଞ୍ଜନ କର) : ବେଗୁନିଆ ଥାନାସାମ୍ନାରେ ବାଇକ ଦୁର୍ଘଟନାରେ ବୋଲଗଡ ବ୍ଲକ ଘୋରଡିଆ ଗ୍ରାମର କେଶବ ସାହୁ ଓ ଗୋଲାପି ସାହୁ ଆହାତ ହୋଇଛନ୍ତି ବେଗୁନିଆ ଥାନାର ସମସ୍ତ କର୍ମଚାରି ଆସି ଆହାତ ବ୍ୟକ୍ତିଙ୍କୁ ଫେୟାର ଷ୍ଟେସନରୁ ଗାଡି ମଗାଇ ଖୋରଧା ଡାକ୍ତର ଖାନାକୁ ଛାଡ଼ିଥିଲେ