ଷଣ୍ଢଚୋରି ଘଟଣାରେ ଆସାମୀ ଙ୍କ ବିରୋଧରେ ଥାନାରେ ଏଟଲା
ଭଦ୍ରକ, ୦୧/୦୫ ( ମାନସ କୁମାର ସାହୁ ) : ଭଦ୍ରକ ସଦର ତଥା ଆଖପାଖ ଅଞ୍ଚଳରେ ବାରମ୍ବାର ଗୋ-ଚାଲାନ ଓ ଷଣ୍ଢ ମାନଙ୍କୁ କିଛି ଆସାମାଜିକ ବ୍ୟକ୍ତି ଭଦ୍ରକ ସଦର ତଥା, ବେହେରାସାଇ, ଅପ୍ରତିବିନ୍ଧା ଓ ଆଖପାଖ ବହୁ ଅଂଚଳରେ ବୁଲୁଥବା ଗୋଚୋରି, ଶଣ୍ଢଚୋରି ଘଟଣା ଲୋକଲୋଚନକୁ ଆସୁଛି .ଗତକାଲି ବଜାରରେ ବୁଲୁଥିବା ଏକ ଷଣ୍ଢ କୁ ଭଦ୍ରକ ସଦରରୁ କିଛି ଅସାମଜିକ ଲୋକ ଏକ ଷଣ୍ଢକୁ ଚୋରୀକରି ତାକୁ ହତ୍ୟାକରି ଗୋ ମାଂସ ଚାଲାଣ କରିଥିବା ର ସୂଚନା ପାଇବାପରେ ହିନ୍ଦୁ ଗୋସେବାସଂଘ ପରିଷଦ ତରଫରୁ ଭଦ୍ରକ ଟାଉନ ଥାନା ରେ ଉକ୍ତ ସଂଘ ତରଫରୁ ମିଳିତଭାବେ ଭଦ୍ରକ ଟାଉଁନ ଥାନାରେ ଏୟାଲା ପ୍ରଦାନ କଲେ,ବାରମ୍ବାର ଏଭଳି ନିରୀହ ନିଷ୍ପାପ୍ୟ ପଶୁ ,ଗୋମାତା ଓ ଷଣ୍ଢ ମାନଂଙ୍କୁ ଚୋରି କରି ହତ୍ୟାକରିଥିବା ଲୋକଙ୍କ ଵିରୁଦ୍ଧରେ କଠୋର ଶାସ୍ତି ଦେବା ସହ ଏଭଳି ଘୃଣ୍ୟ କାମରେ ଜଡିତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ ଓ କଠୋର ଶାସ୍ତି ପ୍ରଦାନ ପାଇଁ ଉକ୍ତଲିଖତ ଏତାଲା ରେଦର୍ଶାଇଛନ୍ତି