Hot Posts

6/recent/ticker-posts

ସମାଜସେବୀ ଧୀରେନ୍ଦ୍ର ସାହୁ ଙ୍କ ତରଫରୁ ଭଦ୍ରକ ଡାକ୍ତର ଖାନା କୁ ନୂତନ ଆମ୍ଭୁଲାନ୍ସ ପ୍ରଦାନ।

ଭଦ୍ରକ ୧୯/୦୫ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରୀକ ମହାସଂଘ ର ସମାଜସେବୀ(ତିହିଡି) ବାସିନ୍ଧା ଧୀରେନ୍ଦ୍ର ସାହୁ ଙ୍କ ପକ୍ଷ ରୁ ଭଦ୍ରକ ମୁଖ୍ୟ ଡାକ୍ତର ଖାନାକୁ ରୋଗୀ ସେବାପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ।ଉକ୍ତ ଆମ୍ଭୁଲାନ୍ସ ପ୍ରଦାନ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଜିଲା ପାଳ ମାନ୍ୟବର ଶ୍ରୀ ଦିଲୀପ ରାଉତରାଏ ଙ୍କ କରକମଳ ରେ ଉକ୍ତ ନୂତନ ଆମ୍ବୁଲାନ୍ସ ର ଶୁଭ ଲୋକାର୍ପଣ ତଥା ବରିଷ୍ଠ ନାଗରୀକ ଧରେନ୍ଦ୍ର ସାହୁ,ବରିଷ୍ଟ ରାଜନେତା ଅଜୟ ନାୟକ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇଥିବାର ସୁଚନା।ଉକ୍ତ ଆମ୍ବୁଲାନ୍ସ ଆଗାମୀ ଦିନରେ ଜିଲ୍ଲାରେ ବହୁ ଅସହାୟ ,ଗରିବ ରୋଗୀମାନଙ୍କ ଜରୁରୀ କାଳୀନ ସେବା ଭାବରେ ଜିଲାମୁଖ୍ୟ ଡାକ୍ତର ଖାନା କୁ ଆସୁଥିବା ରୋଗୀମାନଙ୍କ ସେବାପାଉ ଉପକୃତ ହେବେ ବୋଲି ଆଶା କରାଯାଉଛି ।



ସମ୍ବାଦଦାତା-ମାନସ କୁମାର ସାହୁ