ଭିଜଲାନ୍ସ ଜାଲରେ ଚାନ୍ଦବାଲି ବ୍ଲକ ଟ୍ରେଡେରୀ ୬ଜଣ ସରକାରି କର୍ମଚାରି।
ଚାନ୍ଦବାଲି ୧୧/୦୫ ( ମାନସ କୁମାର ସାହୁ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସରକାରୀ ସବ ଟ୍ରେଜେରୀ ରୁ ବିଭିନ୍ନ ଧନ୍ଦା ରେ ଜାଲିଆତି ୨୦୧୮ ମସିହା ଠାରୁ ୨୦୨୩ ଯାଇ ଜାଲିଆତି କରି ୮କୋଟି ଟଙ୍କା ସରକାରୀ ଅର୍ଥ ଚଳୁକରିବା ମାମଲାରେ ଟ୍ରେଡେରୀ ମୁଖ୍ୟ-କର୍ମଚାରୀ ସନ୍ତୋଷ କୁମାର ପଣ୍ଡା ଓ ତାଙ୍କ ସହ ସାମିଲ ଅନ୍ୟ ୫ ଜଣ କର୍ମଚାରୀ ଙ୍କୁ ଭିଜଲାନ୍ସ ଟିମ ସରକାରୀ ଅର୍ଥ ଜାଲିଆତି କରି ଚଳୁ କରିବା ଘଟଣା ରେ ଭିଜଲାନ୍ସ ଟିମ ୬ଜଣ ଆସାମୀଙ୍କୁ ଆରେଷ୍ଟ କରି କୋର୍ଟ କୁ ପଠାଇଥିବାର ସୂଚନା ମିଳିଛି