କଟକରେ ବୁଲିଲା ଖଣ୍ଡା ୩ଗୁରୁତର !!
କଟକ, ୧୩/୦୫ ( କାହୁଁ ଚରଣ ବାରିକ ) : ବାରଙ୍ଗ ଥାନା ମଣ୍ଡଳୀ ବ୍ୟାରେଜ ନିକଟରେ ସାନ ମୁଣ୍ଡଳୀ ଗ୍ରାମର କାହ୍ନୁ ଦଳେଇ ଯୁବକକୁ ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ଆକ୍ରମଣ କରିବା ସମୟରେ ପାଖଦୋକାନୀ ଯୁବକ ଜଣକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ ସେମାନଙ୍କ ଉପରକୁ ମଧ୍ଯ ଦୃର୍ବୁତ୍ତ ମାନେ ଆକ୍ରମଣ କରିଥିଲେ ।। ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛି।ଆହତଙ୍କୁ କଟକ scb ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।।