Hot Posts

6/recent/ticker-posts

ଆରଡି ଛକରେ ଜବରଦଖଲ ଉଛେଦ

ଭଦ୍ରକ, ୧୪/୦୫ ( ନବଦୂତ ) : ଭଦ୍ରକ ସଦର ଆରଡ଼ି ମୁଖ୍ୟ ରାସ୍ତା ଆରଡ଼ି ଛକ ରେ ସରକାରୀ ଜମି ଜବରଦଖଲ ଉଛେଦ।ଏନେଇ ଭଦ୍ରକ ତହସିଲ ଦାର ଓ ଭଦ୍ରକ ତୁରାଲ ଥାନା ଆଇ ଆଇ ସି ଉପସ୍ଥିତ ରେ ବହୁବର୍ଷ ହେବ ସ୍ଥାନୀୟ ଲୋକ ସରକାରୀ ଜମୀ କୁ କବ୍ଜା କରି ନିଜରଭାବେ ସ୍ଥାପିତ କରିଥିଲେ, ଉକ୍ତ ରାସ୍ତା ଓଡ଼ିଶାର ତୀର୍ଥସ୍ଥାନ ମଧ୍ୟରୁ ଆଖଣ୍ଡଳମଣି ବାବା ଧାମ ଅନ୍ୟତମ।ଇକ୍ତ ମୁଖ୍ୟ ରାସ୍ତାରେ ଆରଡ଼ି ଛକରେ ଅଧିକଯାନବାହନ ଚଳାଚଳ ହେବା ଓ ରାସ୍ତାଜାମ ହେବାଦ୍ୱାରା ବହୁବାର ଛୋଟବଡ଼ ଦୁର୍ଘଟଣା ଜନିତ ଘଟଣା ଘଟିଥିବା ର ସୂଚନା ଅଛି,ତଥା ଆରଡ଼ି ଛକରାସ୍ତା ଉଛେଦ ହେବାହେବା ଦ୍ୱାରା ଡ୍ରେନ ପାଣୀନିଷ୍କାସ ଓ ଟ୍ରାଫିକ ର ଜାତୟତ ର ସୁବିଧା ଉପଲବ୍ଧ ହେବ।ସରକାରୀ ଜମି ଉଛେଦ ପୁର୍ବରୁ ବାରମ୍ବାର ସରକାରୀ ଗାଡ଼ିରେ ଲୋକଙ୍କୁ ସଚେତନତା ଓ ଭଦ୍ରକ ତହସିଲଦାର -ସଂଗ୍ରାମ କେଶରୀ ପ୍ରିୟଦର୍ଶନୀ ଖୁଣ୍ଟିଆ ନିଜେ ଲୋକମାନଙ୍କୁ ସଚେତନ ତା ଅବଲମ୍ବନ କରାଇଥିବା ପରେ ଜବରଦଖଲ ଜମି ଉଛେଦ କରାଇଥିବାର ସୂଚନା।


ସମ୍ବାଦ ଦାତା-ମାନସକୁମାର ସାହୁ