Hot Posts

6/recent/ticker-posts

ଗ୍ୟାସ ସଙ୍କଟ ଜଳଖିଆ ଦୋକାନୀ ଙ୍କ ଚୂଲି ଭରସା

ବରୀ, ୨୪/୦୫ ( ରଂଜିତ ମହାନ୍ତି ) : ମଧ୍ୟ୍ୟପ୍ରାଚୀ ଯୁଦ୍ଧ ର ପ୍ରଭାବ ରେ ଗ୍ୟାସ ର ଅହେତୁକ ଅଭାବ ଯୋଗୁ ହୋଟେଲ ଠାରୁ ଆରମ୍ଭ ଜଳଖିଆ ଦୋକାନ ରେ ଖାଦ୍ୟ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି l ଏଭଳି ଅବସ୍ଥା ରେ ଗ୍ୟାସ ବଦଳ ରେ କାଠ ଚୁଲା ହିଁ ଭରସା ବଜାର ରେ ଥିବା ହୋଟେଲ ଓ ଜଳଖିଆ ଦୋକାନ ରେ ବ୍ୟବସାୟୀ କରିବା କାଠିକର ପାଠ ହେଇପଡିଛି l ଏହା ଫଳରେ ଖାଉଟି ମାନେ ଗ୍ୟାସ କୁ ଆଦରି ନେଇଥିବା ବେଳେ ଏବେ କାଠ, ଘଷି ଉପରେ ନିର୍ଭର କରୁଛନ୍ତି l କାଠର ମୂଲ୍ୟ ବୃଦ୍ଧି ପାଉଛି l ଯାହା ଏବେ ଖାଉଟି ଉପରେ ବୋଝ ପଡୁଛି