Hot Posts

6/recent/ticker-posts

ଭଦ୍ରକ ରେ କାଳ ବୈଶାଖୀ ର ପ୍ରଭାବ ଭାଙ୍ଗିଲା ବହୁ ସୋଲାର ପେନଲ

ଭଦ୍ରକ ୦୮/୦୫ ( ମାନସ କୁମାର ସାହୁ ) : ସୂଚନାଯୋଗ୍ୟ-ଗତକାଲି ଘଟିଥିବା ସାନ୍ଧ୍ୟ ୪ ଟା ପରେ ହଠାତ ଆସିଥିଲା ପ୍ରଚଣ୍ଡ କାଳବୈଶାଖୀ ପବନ ସହ ପ୍ରଚଣ୍ଡ ବର୍ଷା ସହ କୁଆ ପଥର ମାଡ, ଆଖପାଖ ଅଞ୍ଚଳ ରେ ବଡବଡ ଗଛ ସହ ଅଧିଜ କ୍ଷତି ହେଇଚି ଭଦ୍ରଜ ଜିଲା ମୁଖ୍ୟ RD-1ରୁଫ ସୋଲାର ପେନଲ ସମସ୍ତ ପେନଲ ଅଧିକ ମାତ୍ରାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ବୋଲି ସୂଚନା ମିଳିଛି