ଶ୍ରୀଶ୍ରୀ ଦଧୀବାମନ ଦେବଙ୍କ ଭଉଁରୀସାହୀ ଉନ୍ନୟନ କମିଟିର ନୂତନ କର୍ମ କର୍ତ୍ତା ଙ୍କୁ ସମ୍ବର୍ଦ୍ଧନା
ବେଗୁନିଆ, ୨୮/୦୫ ( ମାନସ ରଞ୍ଜନ କର ) : ବେଗୁନିଆ ଶ୍ରୀଶ୍ରୀ ଦଧୀବାମନ ଦେବଙ୍କ ଭଉଁରୀ ସାହୀ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଦନା ବୁଧବାର ଦୀନ ଅନୁଷ୍ଠିତ ହୋଇ ଯାଇଅଛି ଏହାର ସଭାପତି ୟୁନିଟି ୧ ଭୂବନେଶ୍ଵର ବଣିକ ସଂଘର ସଭାପତି ଓ ମଜଦୁର ସଂଘ ବେଗୁନିଆ ସଭାପତି ଅକ୍ଷୟ କୁମାର ରଥ ଉପସଭାପତି ଦୀନ ବଂଧୁସାହୁ,ସଂପାଦକ ଶୀଶୀର କୁମାର ସାହୁ ସହ ସଂପାଦକ ସତ୍ୟଜିତି ସାହୁ କୋଷାଦକ୍ଷ ଅରକ୍ଷିତ ସାହୁ ଚୟନ ହୋଇଥିଲେ ଏମାନଙ୍କୁ ଗ୍ରାମ୍ୟ କମିଟି ସଭାପତିମାୟାଧର ମାର୍ଥା ଓ ଦୁର୍ଗା ବଜାରର ସମସ୍ତ ଦୋକାନୀ, ବାବାଜୀ ଜୟସିଂହ ସାହୀ ଗ୍ରାମ୍ୟ କମିଟିର ସଦସ୍ୟ ଗୋପବନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟର ଉପସଭାପତି ସର୍ବେଶ୍ଵରସାହୁ ସମ୍ବର୍ଦ୍ଧନା ସଦ୍ଭାରେ ଯୋଗଦାନ କରିଥିଲେ ହାସ୍ୟରଂଜନ ସାହୁ ସଂଜୋଜନା କରିଥିଲେ