ରାସ୍ତା କାମ ଉପରେ ପ୍ରଶ୍ନ: ତଦନ୍ତ ପାଇଁ ଦାବି ଜୋରଦାର
ବାସୁଦେବପୁର, ୦୩/୦୫ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାଲିମେଦ ଗ୍ରାମପଂଚାୟତର କାମ ଚାଲୁଅଛି | ଏଥିରୁ ଜଣାପଡିଛି ଯେ ପଦ୍ମପୁର ଠାରୁ ବିଦେଇପୁରୁ ପର୍ଯ୍ୟନ୍ତ ଆସିଥିବା ରାସ୍ତାଟି | ବାଲିମେଦ ଅଞ୍ଚଳ ରେ କାମ ଭଉତ୍ ନିନ୍ମମାନରେ ହେଇଥିବାରୁ,ବାଲିମେଦ ଗ୍ରାମବାସି ଅଭିଯୋଗ ଆଣିଛନ୍ତି ରାସ୍ତା କାମ ବହୁତ୍ ନିମ୍ନ କାମ ହେଉଛି ବୋଲି | ଏମିତି ନିମ୍ନ ମନରେ କାମ ହେଲେ ଆଗାମୀ ଦିନରେ ଆମେ ବହୁ ଅସୁବିଧାରେ ସମ୍ମୁଖିନ ହେମୁ | ଏଥି ପ୍ରତି ପ୍ରଶାସନ ନଜର ଦେଲେ ଆମ ଅଂଚଳ ବାସି ଉପକୃତ ହେମୂ ବୋଲି ଆମେ ଆଶା କରୁଛୁ| ତିକେ ନଜର ପକାନ୍ତୁ ଦର୍ଶକ ବନ୍ଧୁ କେମିତି ନିନ୍ମ ମନରେ ରାସ୍ତା କାମ ହୋଇଛି, ଓ ଡ୍ରିଘ କିଛି ଦିନ ହେଲା ଏହି ଘଟଣାକୁ ନେଇ କାମ ବନ୍ଧ ରହିଥିବାର ଜଣା ପଡ଼ିଛି|ଏଥି ପ୍ରତି collector ମହୋଦୟ ଧ୍ୟାନ ଦେଲେ ବାଲିମେଦ ଅଞ୍ଚଳ ବସୀ ଉପକୃତ ହେବେ ବୋଲି ଆମେ ଆଶା କରୁଛୁ -
ବାସୁଦେବପୁର ରୁ ଅକ୍ଷୟ କୁମାର ବେହେରା