Hot Posts

6/recent/ticker-posts

ବୁଲିଲା ବୁଲଡୋଜର୍ !! ହଟିଲା ଦୀର୍ଘ ଦିନର ଜବରଦଖଲ !!

କଟକ, ୨୯/୦୫ ( କାହୁଁ ଚରଣ ବାରିକ ) : କଟକ ବଡ଼ମ୍ବା ବ୍ଳକ ନିଜିଗଡ ପଞ୍ଚାୟତର ମୋହନ ସୁବୁଦ୍ଧି କଲେଜ ଖେଳ ପଡ଼ିଆ/କଚେରୀ ପଡ଼ିଆ ଏବଂ ଫରେଷ୍ଟ ରେଞ୍ଜ ଅଫିସ ରାସ୍ତାକୁ ଦୀର୍ଘ ବର୍ଷ ଧରି ଜବର ଦଖଲରେ ଥିବା କୋଠା ବାଡିକୁ ଆଜି ବଡ଼ମ୍ବା ତହସିଲ ପ୍ରଶାସନ ସ୍ଥାନୀୟ ପୋଲିସ ସହାୟତାରେ ବୁଲଡୋଜର୍ ଲଗାଇ ଉକ୍ତ ଜବରଦଖଲ ଉଚ୍ଛେଦ କରିଛନ୍ତି । କିଛି ଦିନ ତଳେ ସୁନାପାଳ ଛକରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଆଗକୁ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଉଛ