Hot Posts

6/recent/ticker-posts

ଭିଜଲାନ୍ସ ଜାଲରେ ଭଦ୍ରକ କାଡା ଡିଭିଜନ ଯନ୍ତ୍ରୀ ବିଜୟ କୁମାର ମହାନ୍ତି

ଭଦ୍ରକ, ୧୫/୦୫ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ରୁରାଲ ଥାନା ଅଧିକୃତ ଆରଡ଼ି ଛକରେ ଭଦ୍ରକ ଜିଲ୍ଲା ମୁଖ୍ୟ କାଡ଼ା ଡିଭିଜନଯନ୍ତ୍ରୀ ବିଜୟ କୁମାର ମହାନ୍ତି ଙ୍କ ଆରଡ଼ି ଛକ ବାସଭବନ ରେ ବହୁ ଅଧିକ ସମ୍ପତି ଆୟ ବହିର୍ଭୁତ ଥିବା ଅଭିଯୋଗ ରେ ବାଲେସ୍ୱର ଓ ଭଦ୍ରକ ଭିଜଲାନ୍ସ ଟିମ ର ଚଢାଉ ।ତଥା ତାଙ୍କର ଭଦ୍ରକ ଅଫିସ ଓ ଅନ୍ୟ ସ୍ଥାନ ମାନଙ୍କ ମଧ୍ୟରୁ ଭୁବନେଶ୍ୱର ,କେନ୍ଦୁଝର, ବାଲେଶ୍ୱର,ଓ ଭଦ୍ରକ ରେ ସମସ୍ତ ସ୍ଥାନରେ ବହୁଅଧିକ ସମ୍ପତି ଥିବାର ସୂଚନା ମିଳିଛି,ସମସ୍ତ ଅଧିକ ସମ୍ପତି ର ଯାଞ୍ଚ ଚାଲିଥିବାର ସୂଚନା ମିଳିଛି।