ସୋଇଥିବାଷଣ୍ଢଙ୍କୁ ଧକାଦେଲା ହାଇବା ଟ୍ରକ ଉତ୍ୟକ୍ତଲୋକ ଜାଲିଦେଲେ ଟ୍ରକ।
ଭଦ୍ରକ, ୦୪/୦୫ ( ମାନସ କୁମାର ସାହୁ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକରେ ବିଳମ୍ବିତ ରାତିରେ ଏଜ ଦ୍ରୁତଗାମୀ ହାଇବା ଟ୍ରକ ରାସ୍ତାକଡରେ ସୋଇଥିବା ଷଣ୍ଢପଲଙ୍କୁ ଜୋର ରେ ଧକାଦେଇ ଦୁର୍ଘଟଣାଗ୍ରସ୍ତ ହୋଇ ପଳାଇ ଯାଉଥିବାବେଳେ ସ୍ଥାନୀୟଲୋକ ଉତ୍ୟକ୍ତହୋଇ ଟ୍ରକଟିକୁ ଜାଳିଦେଇଥିବାର ସୂଚନା ମିଳିଛି।ଦୁର୍ଘଟଣାରେ ୫ଟି ଷଣ୍ଢମୃତ ହୋଇଥିବା ବେଲେ ୩ଟି ଷଣ୍ଢ ଅଧିକ କ୍ଷତହୋଇ ମୃତୁ ସହ ଲଢେଇ କରୁଛନ୍ତି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବାର ସୂଚନ ମିଳିଛି।