ସିବିଏସ ପରୀକ୍ଷା ରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ଅନୁପ୍ରଜ୍ଞା ନାୟକ
ଫୁଲବାଣୀ, ୧୯/୦୪ (ବାଳକୃଷ୍ଣ କହଁର) : ଚକାପାଦ ବ୍ଲକ ଘୁଡକାପଦର ଗ୍ରାମର ଗୋବିନ୍ଦ ଚନ୍ଦ୍ର ନାୟକ ଓ ମାତା ଅନିତା ନାୟକ ଙ୍କ ଜ୍ୟାଷ୍ଠ କନ୍ୟା ଅନୁପ୍ରଜ୍ଞା ନାୟକ ଫୁଲବାଣୀ ରେ ଥିବା ପବ୍ଲିକ ସ୍କୁଲ ରେ ପଡୁଥିବା ବେଳେ CBSE ପରୀକ୍ଷା ଦେଇଥିଲେ ସେଥିରେ ତାଙ୍କର 500 ମାର୍କ ମଧ୍ୟରୁ 484 ମାର୍କ 96.8% ଶତକଡା ରଖି ଦ୍ୱିତୀୟ ସ୍ଥାନ ରଖିଛନ୍ତି । ଏଥି ସକାଶେ ଭବିଷ୍ୟତ ରେ ଜଣେ ପ୍ରଫେସର ହେବାକୁ ଇଛା ରଖିଛନ୍ତି। ତାଙ୍କ ମାର୍କ ତଥା ପ୍ରୟାସ କୁ ଦେଖି ତାଙ୍କ ବାପା, ମା ଏବଂ ଆଞ୍ଚଳବାସି ଶୁଭେଚ୍ଛା ଜଣେଇଛନ୍ତି।.
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ