Hot Posts

6/recent/ticker-posts

କୁଜାଜାନି ଗୁଡା ବିଦ୍ୟାଳୟ ପାଲନ କଳା ବାର୍ଷିକ ଉତ୍ସବ,

ତେନ୍ତୁଳୀଖୁଣ୍ଟି, ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପୁଜାରୀ ଗୁଡା ଗ୍ରାମପଞ୍ଚାୟତ ଆନ୍ତର୍ଗତ କୁଜା ଜାନି ଗୁଡା ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ଓ଼ ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି ,ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୋମଣି ରୋଞ୍ଜନ ଗରଡ଼ା. ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ ପୁଜାରୀ. ଉଭୟ ଶିକ୍ଷକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ.ନବରଙ୍ଗପୁର ପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ଗୌରୀ ଶଙ୍କର ମାଝୀ.ସାସଂଦ ପ୍ରତିନିଧି. ଜାନକିକାନ୍ତ ବିଷୟୀ.ବ୍ଲକ ଉପାଧକ୍ଷ ରାଜେନ୍ଦ୍ର ବିଷୟୀ. ସରପଞ୍ଚ ଅନାଦି ମାଝୀ, ସମିତି ସଭ୍ୟା ବିନୋଦିନୀ ସିଂ,ସ୍କୁଲ ସଭାପତି ପୋର୍ଶୁ ହରିଜନ. ଜୟନ୍ତୀ ମାଳା ମୁଦୁଲି.ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ଗୋଷ୍ଟି ଉନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ,ବ୍ଲକ ମଙ୍ଗଳ ଅଧିକାରୀ ଜଗମୋହନ ମାଝୀ. ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ନିବେଦିତା ବିଶ୍ୱାଳ. କୋଡ଼ିଙ୍ଗା ମୋଡେଲ ଡିଗ୍ରୀ କଲେଜ ଅଧକ୍ଷ ରାଜୀବ ଜାଲ.ସମାଜ ସେବି ଦେଵେରାଜ ମାହାଙ୍କୁଡ.ଜଗଦିସ ବିଷୟୀ ସମ୍ମାନିତ ଭାବେ ମଞ୍ଚାସିତ ହୋଇଥିଲେ.l ସରକାରୀ ଶିକ୍ଷୟତ୍ରୀ ସଂଗୀତା ପଟ୍ଟନାୟକ. ମଞ୍ଚ ପରିଚାଳନା କରି ଥିଲେ,. l ଏହି ଅବସର ରେ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାର ମାନପତ୍ର ଓ଼ ପୁରସ୍କାର ବଣ୍ଟନ କରା ଯାଇଥିଲା . l ଉଭୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ. ଓ଼ କର୍ମଚାରି ମାନେ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ. l 


 ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର