Hot Posts

6/recent/ticker-posts

ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ତଦନ୍ତ ତୀବ୍ର, ଆଦିବାସୀ ସୁରକ୍ଷା ନେଇ ବିଜେଡି ଟିମର ମଇଦାନ ଦୌରା

ରାୟଗଡ଼ା, ୧୦/୦୪ ( ଭି. ଗୌରି ଶଙ୍କର ରାଓ ) : ଗତ ସାତ ତାରିଖ ଦିନ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ଅଞ୍ଚଳରେ ହୋଇଥିବା ଜନତା ଏବଂ ପୋଲିସ ର ଖଣ୍ଡ ଯୁଦ୍ଧ ସମୟରେ ବେଆଇନ ଅନୁଯାୟୀ ରାତିଅଧିଆ ପୋଲିସ ର ଲୁହ ବୁହା ଗ୍ୟାସ ପ୍ରୟୋଗ ସହିତ ଆଦିବାସୀ ମାନଙ୍କ ସୁରକ୍ଷା ନେଇ ଆଜି ବିଜୁ ଜନତା ଦଳ ତରଫରୁ ଏକ ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ନେତୃତ୍ୱ ରେ ରବିନନ୍ଦ, ଝିନ୍ନ ହିକକା, ଜଗନ୍ନାଥ ସାରକା, ଅନୁସୟା ମାଝୀ, ସରସ୍ବତୀ ମାଝୀ, ରଘୁରାମ ପାଡ଼ାଲ, ବିଜେଡ଼ି ଦଳର ନେତା କଣ୍ଟାମାଲ, ସାଗବାରୀ, ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ।