Hot Posts

6/recent/ticker-posts

ଦ୍ରୁଘଟଣା ର ଶିକାର ହୋଇଥିବା ଯୁବକ ଙ୍କୁ ଉଧାର କରି ମେଡ଼ିକାଲ ରେ ଚିକିତ୍ସା କରାଇଲେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର

କେନ୍ଦୁଝର, ୦୪/୦୪ ( ଦଶରଥ ବାରିକ ) : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଦଗୋଡା କଣ୍ଟା ବଣିଆ ଗ୍ରାମର ଯୁବକ ସତ୍ୟବ୍ରତ ଜେନା ଗଡବାନ୍ଦଗୋଡା ଭଣ୍ଡାରୀ ପଡା ଛକରେ ଏକ ବୋଲୋର ସହ ବାଇକ ଧକ୍କା ରେ ଯୁବକ ଗୁରୁତର ହୋଇ ପଡ଼ିଥିଲେ ଘଷିପୁରା ବିଧାୟକ ଗୁରୁତ୍ୱର ଥିବା ଯୁବକ ଙ୍କୁ ଉଦ୍ଧାର କରି ନିଜ ଗାଡି ରେ ଧରି ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ,ବିଧାୟକ ଏହିଭଳି ମାନବିତା କୁ ନେଇ ଅଞ୍ଚଳବାସୀ ଭରପୁର ପ୍ରଶଂସା କରିଛନ୍ତି