ବରୀ, ୦୮/୦୪ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ବଡ଼ସୁଆର ଗ୍ରାମର ବରିଷ୍ଠ ରାଜନେତା ଆମର ବନ୍ଧୁ ରାହସ ବିହାରୀ ଦାସ ଙ୍କ ଆଜି ପରଲୋକ ଘଟିଛି l ସେ ବନ୍ଧୁ ହିସାବ ରେ ସୁଖ ଦୁଃଖ ର ସାଥୀ ଥିଲେ ଟିକେ ଖବର ପାଇଲେ ଆଗ ଆମେ ଘରକୁ ଆସିଥାନ୍ତି ତାଙ୍କର ବିୟୋଗ ଆମ ପାଇଁ ଅପୁରଣୀୟ କ୍ଷତି ଘଟିଲା ମହାପ୍ରଭୁ ତାଙ୍କର ଅମର ଆତ୍ମlର ସଦଗତି କରନ୍ତୁ