Hot Posts

6/recent/ticker-posts

ଅସହ୍ଯ ଖରା, ଛାତ୍ର ଜଣକ ଅସୁସ୍ଥ

କର୍ଲାମୁଣ୍ଡା, ୧୭/୦୪ (ସୁଶାନ୍ତ ରଣା) : ଅସହ୍ଯ ଖରା। ଚାଲିଛି ସକାଳୁଆ ପାଠପଢ଼ା। ସ୍କୁଲ ଛୁଟି ହେବା ପରେ ଛାତ୍ର ଛାତ୍ରୀ ନିଜନିଜ ଘରକୁ ଫେରୁଥିବା ବେଳେ ଆଜି ବାଟରେ ଜଣେ ଛାତ୍ର ହଠାତ୍ ଅସୁସ୍ଥ ହୋଇଥିବା ଦେଖିବାକୁ ମିଳିଛି। ଛାତ୍ର ଜଣକ ବିନ୍ଧାଣୀ ଗ୍ରାମର ରାଷ୍ଟ୍ରପତି ସାହୁଙ୍କ ପୁତ୍ର ପିପା ସାହୁ ଶ୍ରେଣୀ ଷଷ୍ଠ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୂର୍ବତନ ସମିତି ସଭ୍ଯ ବିଦେଶୀ ଘିଭେଲା, କଲେଜ କ୍ରୀଡା ‌ଶିକ୍ଷକ ଯଜ୍ଞ ଭୋଇ ଓ ଛାତ୍ର ଛାତ୍ରୀ ଅସୁସ୍ଥ ଛାତ୍ର ର ଯତ୍ନ ନେଇଥିବା ଦେଖିବାକୁ ମିଳିଛି।