Hot Posts

6/recent/ticker-posts

“ସିନାପାଲିରେ ଭକ୍ତିର ମହୋତ୍ସବ: ପଣା ସଂକ୍ରାନ୍ତିରେ ହନୁମାନ ଜନ୍ମୋତ୍ସବ ଭବ୍ୟ ଆୟୋଜନ”

ନୂଆପଡା, ୧୬/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ , : ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ସିନାପାଲି ଅଂଚଳରେ ଭକ୍ତିମୟ ପରି ବେଶ ମଧ୍ୟରେ ହନୁ ମାନ ଜନ୍ମୋତ୍ସବ ଭବ୍ୟ ବ୍ୟ ଭାବେ ପାଳିତ ହୋଇଛି । ଏହି ଅବସରରେ ସିନାପାଲି ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇଥୁଲା । ଜଗନ୍ନାଥ ଛକ, ରାବଣ ଛକ, ଗାୟତ୍ରୀ । ପରେ ଛକ ଓ ଶ୍ରୀରାମ ଛକ ହୋଇ ନେହେରୁ ମଣ୍ଡପ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇ ପୁନଃ ହନୁମାନ ମନ୍ଦିର ପାଖରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରାରେ ସିନାପାଲି ଓ ଆସପାସ ଅଂଚଳରୁ ହଜାର ହଜାର ମହିଳା ଓ ପୁରୁଷ ଭକ୍ତମାନେ ଭାଗ ନେଇଥିଲେ, ଯାହାଅଂଚଳରେ ଧାର୍ମି କ ଉତ୍ସାହକୁ ବଢ଼ାଇଥିଲା । ସକାଳ ୭ ଟାରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭହୋଇଥିଲା ଥିଲା । ହୋଇଥିଲା ଥିଲା । । ପରେ ସକାଳ ଜଗନ୍ନାଥ ମନ୍ଦିରରେ ହନୁମାନ ଚାଳିଶା ପାଠ ଓ ପଣା ବଂଟନ କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟା ୫ ଟାରେ ପୁନର୍ବାର ହନୁମାନ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରି ଅଂଚଳକୁ ଉତ୍ସବମୟ କରିଥିଲା। ଅଂଚଳରେ ଧାର୍ମି କ ଉତ୍ସାହକୁ ବଢ଼ାଇଥିଲା । ସକାଳ ୭ ଟାରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ୯ଟାରେଜଗନ୍ନାଥ ମନ୍ଦିରରେ ହନୁମାନ ଚାଳିଶା ପାଠ ଓ ପଣା ବଂଟନ କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟା ୫ ଟାରେ ପୁନର୍ବାର ହନୁମାନ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରି ଅଂଚଳକୁ ଉତ୍ସବମୟ କରିଥିଲାଏହି ଉତ୍ସବ ମାଧ୍ୟମରେ ଅଂଚଳରେ ଭକ୍ତି, ଏକତା ଓ ସାମ୍ପ୍ର ଦାୟି ନାୟିକ ସମନ୍ବୟର ଚିତ୍ର ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା । ବିଶେଷକରି ଶୋଭାଯାତ୍ରା ସମୟରେ ତ୍ରି ନାଥ ଛକ ଠାରେ ମୁସଲିମ ଭାଇମାନେ ଥଣ୍ଡା ପାନୀୟ ବଂଟନ କରି ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ, ଯାହା ଅଂଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ମିଳନର ଏକ ସୁନ୍ଦର ଦୃଷ୍ଟାନ୍ତ ସୃଷ୍ଟି କରିଥିଲା ।