ନନ୍ଦଲାଲ ଜୀଉ ଙ୍କ ଗ୍ରାମ ପରିକ୍ରମା
ବରୀ, ୧୬/୦୩ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ପଞ୍ଚାୟତର ଭଅଁରା ଗ୍ରାମ ର ଇଷ୍ଠଦେବ ଶ୍ରୀଶ୍ରୀ ନନ୍ଦଲାଲ ଜୀଉ ଙ୍କ ରବିବାର ସନ୍ଧ୍ୟାରେ ଗ୍ରାମପରିକ୍ରମା କରିଛନ୍ତି l ପାଳସାହି, ପଣ୍ଡାସାହି, ପୋଡ଼ପଡା, ଭଅଁରା, ରାୟପୁର ଗ୍ରାମ ପରିକ୍ରମା କରିଥିଲେ ଏଥିରେ କୀର୍ତ୍ତନ ଦଳ ସହିତ ଅଭିର ଖେଳ ଅନୁଷ୍ଠିତ ହେlଇଥିଲା ଠାକୁର ଙ୍କ ନିକଟରେ ବିଭିନ୍ନ ସ୍ଥାନରେ ଗ୍ରାମବାସୀ ଭୋଗଲଗାଇ ଥିଲେ l ଏକ ଆଧ୍ୟାମିକ ପରିବେଶ ସୃଷ୍ଟି ହେଇଥିଲା l