Hot Posts

6/recent/ticker-posts

ମିଡିଆରେ ଖବର ପରେ ପୌର ପରିଷଦ ସଚେତନ: ବ୍ରିଜ ତଳେ ଆରମ୍ଭ ହେଲା ସଫାଇ ଅଭିଯାନ

ରାୟଗଡ଼ା, ୨୩/୦୩ ( ଭି. ଗୌରି ଶଙ୍କର ରାଓ ) : ଗତ କାଲି ଓଭର ବ୍ରିଜ ତଳେ ଓଳିଆ ଗୁଡ଼ିକ ନିଆଁ ଲାଗିଥିବା ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ପୌର ପରିଷଦ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଆଜି ଉକ୍ତ ଜାଗା ଏବଂ ଆଖ ପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ ଜାରି ରହିଛି। ଦେଖିବା ବାକି ରହିଲା ବ୍ରିଜ ତଳେ ଜାଗା କବଜା କରି ଭଡ଼ାରେ ଲାଗିଥିବା କ୍ୟାବିନ ଗୁଡ଼ିକ କେବେ ଉଠିବ। ପୌରପରିଷଦକୁ ଧନ୍ୟବାଦ ଜଣାଉଛୁ। 🙏🏿🙏🏿