ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ
ବରୀ, ୨୯/୦୩ ( ରଂଜିତ ମହାନ୍ତି ) : ବରୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି। ଏଥିରେ ସଭାପତି ଭାବେ ରାଜ କିଶୋର ସାମଲ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ହରିଶ ଚନ୍ଦ୍ର ଧଳ, ସମ୍ପାଦକ ବାବାଜୀ ଚରଣ ଜେନା, ଯୁଗ୍ମ ସମ୍ପାଦଜ ଧୀରେନ୍ଦ୍ର କୁମାର ସ୍ୱାଇଁ, ସହ ସମ୍ପାଦକ ଜ୍ଞାନେନ୍ଦ୍ର ମଲ୍ଲିକ, ପାଠାଗାର ସମ୍ପାଦକ ବାଞ୍ଛାନିଧି ସାହୁ, ସହପାଠାଗାର ସମ୍ପାଦକ ତପନ କୁମାର ଜେନା, କୋଷାଧ୍ୟକ୍ଷ ଗୁଣନିଧି ନାୟକ, ସାଂସ୍କୃତିକ ସମ୍ପାଦକ ପବିତ୍ର କୁମାର ମଲ୍ଲିକ, ସହ ସାଂସ୍କୃତିକ ସମ୍ପାଦକ ପରେଶ ଚନ୍ଦ୍ର କର, କାର୍ଯ୍ୟକାରୀ ସଭ୍ୟ ଭାବେ ନନିଗୋପାଳ ଜେନା, ଅଜାମ୍ବର ମଲ୍ଲିକ, ପ୍ରଶାନ୍ତ କୁମାର ବେଉରିଆ, ସଂଯୁକ୍ତା ସେଠି, ପ୍ରମିଳା ରଥ ପ୍ରମୁଖ ନିର୍ବାଚିତ ହେଇଥିବା ସଂଘ ପକ୍ଷରୁ ପ୍ରେସ ବିବୃତି ରେ ଜଣାଇଛନ୍ତି l