Hot Posts

6/recent/ticker-posts

ପ୍ରାଚ୍ୟ ଦେଶ ମାନଙ୍କ ରେ ଯୁଦ୍ଧ ଲାଗି ରହି ଥିବାରୁ ରାୟଗଡ଼ା ଜିଲ୍ଲା ରେ ଗ୍ୟାସ ନ ମିଳିବା ଯୋଗୁ ହୋଟେଲ ମାଲିକ ଓ ଜନ ସାଧାରଣ ଅସନ୍ତୋଷ

ରାୟଗଡ଼ା, ୧୭/୦୩ ( ଭି. ଗୌରୀ ଶଙ୍କର ରାଓ ) : ମଧ୍ୟ ପ୍ରାଚୀ ରେ ଯୁଦ୍ଧ ଲାଗି ରହି ଥିବାରୁ ଏହା ର ପ୍ରଭାଵ ସାରା ଓଡିଶା ଓ ରାୟଗଡ଼ା ଜିଲ୍ଲା ରେ ଦେଖିବାକୁ ମିଳିଛି, ଜିଲ୍ଲା ର ବହୁ ବଡ଼ ବଡ଼ ହୋଟେଲ୍ ବନ୍ଧ ହେଇ ଯାଇଛି l କଉଠି କା ଭା ଛୋଟ ଛୋଟ ହୋଟେଲ୍ ଖୋଲା ଥିଲେ ମଧ୍ଯ ହୋଟେଲ୍ ରେ ଭିଡ଼ ଦେଖିବାକୁ ମିଳିଛି।କହିବାକୁ ଗଲେ ଗ୍ୟାସ୍ ର କଳା ବଜରି ବଢ଼ିବାକୁ ଲାଗିଛି ଯାହା ଫଳ ରେ ଛୋଟ ହୋଟେଲ ର ମାଲିକ ମାନେ ଗ୍ୟାସ ଅଧିକା ମୂଲ୍ୟ ଦେଇ କିଣି ଥିବାରୁ ଖାଦ୍ୟ ର ମୂଲ୍ୟ ମଧ୍ୟ ବଢାଇ ଦେଇଛନ୍ତି। ଯାହା ଫଳରେ ସାଧାରଣ ଲୋକ ଙ୍କ ମନ ରେ ଅସୋନ୍ତୋଷ ଦେଖା ଦେଇଛି।