ବେଆଇନ ବାଲି ଚୋରା ଚାଲାଣ
ବରୀ, ୧୮/୦୨ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ବ୍ଲକ ମହକାଳପଡ଼ା ପଂଚାୟତର ନିକଟ ବିରୂପା ନଦୀରୁ ବେଆଇନ ବାଲି ଚୋରା ଚାଲାଣ । ଶହ ଶହ ଟ୍ରିପ ବାଲି ଉଠାଇ ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ା ଏବଂ ଏହାର ଆଖ ପାଖ ଜିଲ୍ଲାକୁ ଚୋରାରେ ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।