Hot Posts

6/recent/ticker-posts

ଶୁଭ ଅନ୍ନ ପ୍ରଶନ ଅବସରରେ ମହୁଲପାଲି ଠାରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ l

ବରଗଡ଼, ୨୧/୦୧ ( ଭାଗିରଥି ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ମହୁଲପାଳି ଠାରେ ସୁନୀଲ ସାହୁ ଙ୍କ ସୁ ପୁତ୍ର ଶିବାଂସ ର ଶୁଭ ଅନ୍ନପ୍ରାଶନ ଉତ୍ସବ ଅବସର ରେ ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ବ୍ୟlସ ସଞ୍ଜୟ ସାହୁ ସୁନ୍ଦରାକାଣ୍ଡ ପଠନ କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ ରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା l ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା l ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ